https://kanaknews.com/videos/ground-zero-report-terrible-flood-situation-in-kanas/
ଗାଁ ରେ ପଶିଛି ଛାତିଏ ଉଚ୍ଚର ପାଣି : ୫ ଦିନ ହେଲା ବଢିପାଣିରେ ପଚିଗଲେଣି ଗାଁଲୋକ । ପ୍ରତିବର୍ଷ କଣାସରେ ବନ୍ୟା ଆସିଲେ ପହଁଚୁଛି ପ୍ରଶାସନ ହେଲେ ସ୍ଥିର ସମାଧାନ ପାଇଁ କେବେ ପଦକ୍ଷେପ ନେବେ ସରକାର ?